ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍ରେ କେହି ଯାତ୍ରୀ ନ ଥିଲେ।
ବ୍ରିଜ୍ ତଳକୁ ଝୁଲି ରହିଲା ଲକ୍ଷ୍ମୀ ବସ୍
ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍ରେ କେହି ଯାତ୍ରୀ ନ ଥିଲେ...
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)