ନୂଆପଡ଼ା: କୋମନା ବ୍ଲକ ଜଟଗଡ଼ ଗାଁରେ ବଜ୍ରପାତ, ଜଣେ ମୃତ

ନୂଆପଡ଼ା: କୋମନା ବ୍ଲକ ଜଟଗଡ଼ ଗାଁରେ ଗୁରୁବାର ବଜ୍ରପାତ ହେବାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ବଜ୍ରପାତରେ ଅନ୍ୟ ଜଣେ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବଜ୍ରପାତରେ ର୍କିତ୍ତନ ପ୍ରଧାନ ନାଁରେ ଜଣେ ଲୋକର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର