ଅନୁଗୁଳ: ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବେନ୍ତପୁର ଗାଁରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗିରୀଶ ବେହେରା ଓ ପ୍ରତାପ ନାଏକ।