ବାରିପଦା: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ଜଣେ ବ୍ୟକ୍ତିକୁ ନିସ୍ତୁକ ମାଡ଼ମାରିବା ପରେ ପୁଲିସ ହାତରେ ଜିମା ଦେଇଥିବା ରବିବାର ଜଣାପଡ଼ିଛି। ସୁଚନା ଅନୁସାରେ ଛାତ୍ରୀ ଜଣକ ଟ୍ୟୁସନ୍ ଯାଉଥିବା ବେଳେ ସ୍ପୋର୍ଟସ ହଷ୍ଟେଲ ଛକରେ ଅଭିଯୁକ୍ତ ଜହରଲାଲ ବେହେରା ଅସଦାଚରଣ କରିଥିଲା। ଛାତ୍ରୀର ଅଭିଯୋଗକ୍ରମେ ଅଭିଯୁକ୍ତକୁ ଲୋକେ ବାନ୍ଧି ଉତ୍ତେଜିତ ଲୋକେ ନିସ୍ତୁକ ମାଡ଼ମାରିଛନ୍ତି। ପରେ ସେମାନେ ଅଭିଯୁକ୍ତକୁ ପୁଲିସ ହାତରେ ଜିମା ଦେଇଛନ୍ତି।
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ନିସ୍ତୁକ ଛେଚା ଖାଇଲା ଅଭିଯୁକ୍ତ
/sambad/media/post_attachments/wp-content/uploads/2019/07/beat-jansatta.jpg)
/sambad/media/agency_attachments/2024-07-24t043029592z-sambad-original.webp)