ଭଦ୍ରକ: ଭଦ୍ରକ ଏସପିଙ୍କ ଘର ସାମ୍ନରୁ ଲୁଟେରା ଲୁଟ କରି ଚମ୍ପଟ ମାରିଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଏସପିଙ୍କ ଘର ସାମ୍ନାରେ ଜୟନ୍ତୀ ମିଶ୍ର ରହନ୍ତି। ଜୟନ୍ତୀଙ୍କ ଘରେ ଲୁଟେରା ପଶି ଘର ଆଲମାରି ଭାଙ୍ଗି ୭ ଲକ୍ଷ୍ୟ ଟଙ୍କାର ସୁନା ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ଭଦ୍ରକ ଏସପିଙ୍କୁ ଏକ ଚାଲେଞ୍ଜ ହୋଇଥିବା ସାଧାରଣରେ କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/40e0dd72-b640-4249-845d-00159648ba85.jpg)