ଭଦ୍ରକ ଏସପିଙ୍କ ସାମ୍ନା ଘରୁ ଚୋରି ; ୭ଲକ୍ଷ ଟଙ୍କାର ସୁନା ସହିତ ନଗଦ ୭୦ଲକ୍ଷ ଟଙ୍କା ଲୁଟ

ଭଦ୍ରକ: ଭଦ୍ରକ ଏସପିଙ୍କ ଘର ସାମ୍ନରୁ ଲୁଟେରା ଲୁଟ କରି ଚମ୍ପଟ ମାରିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଏସପିଙ୍କ ଘ‌ର ସାମ୍ନାରେ ଜୟନ୍ତୀ ମିଶ୍ର ରହନ୍ତି। ଜୟନ୍ତୀଙ୍କ ଘରେ ଲୁଟେରା ପଶି ଘର ଆଲମାରି ଭାଙ୍ଗି ୭ ଲକ୍ଷ୍ୟ ଟଙ୍କାର ସୁନା ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ଭଦ୍ରକ ଏସପିଙ୍କୁ ଏକ ଚାଲେଞ୍ଜ ହୋଇଥିବା ସାଧାରଣରେ କୁହାଯାଉଛି।

ସମ୍ବନ୍ଧିତ ଖବର