ଖୁଣ୍ଟା: ଏସଡିଓଙ୍କ ହାତଗୋଡ଼ ବାନ୍ଧିି ଲୁଟ୍‌

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଂଟା ବିଦ୍ୟୁତ ବିଭାଗ ଅଫିସରେ ଅଫିସରେ ୫ରୁ ୬ ଜଣ ଦୁର୍ବୃତ୍ତ ପଶି ଅଫିସରେ ଥିବା ଏସଡିଓଙ୍କ ହାତ ଗୋଡକୁ ବାନ୍ଧି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଅଫିସର ଆଇରନ୍‌ ଚେଷ୍ଟ ଭାଙ୍ଗି ୨ ଳକ୍ଷ ୫୦ ହଜାର ଟଙ୍କା ଓ ଏକ ଲାପ୍‌ଟପ୍‌ ଲୁଟ୍‌୍‌ କରିଛନ୍ତି। ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର