ମାଲକାନଗିରି: ଶିଖାପାଲି ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଶନିବାର ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଜିଲ୍ଲାପାଳ ନିଳମ୍ବନ କରିଛନ୍ତି। ଏହି ଘଟଣାରେ ୨ଜଣ ଶିକ୍ଷକ, ଓ୍ଵାଡେନ, ନାଇଟ ଓ୍ଵାଚମ୍ୟାନ୍ ମଧ୍ୟ ନିଳମ୍ବନ ହୋଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ପ୍ରଧାନଶିକ୍ଷକଙ୍କ ଗିରଫ ହୋଇଥିଲେ।
ଶିଖାପାଲି ଆବାସିକ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ସମେତ ୫ ନିଳମ୍ବିତ
/sambad/media/post_attachments/wp-content/uploads/2018/08/malkangiri-3.jpg)