ମାଲକାନଗିରି: ୫କିଲୋର ଟିଫିନ୍‌ ବୋମା ଉଦ୍ଧାର

ମାଲକାନଗିରି: ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାଷାଗୁଡ଼ା ଜଙ୍ଗଲରୁ ସୁରକ୍ଷାକର୍ମୀମାନେ ୫କିଲୋର ଟିଫିନ୍‌ ବୋମା ଉଦ୍ଧାର କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ ରଖି ନକ୍ସଲମାନେ ଏହାକୁ ଯୋଜନା ବଦ୍ଧ ଭାବରେ ରୋପଣ କରିଥିଲେ। କୋଇଲିବେଡ଼ା ଥାନା ଅଞ୍ଚଳର ଗୁଡ଼ାବେଡ଼ା-କାଗବରସ ମଧ୍ୟରେ ବୋମାକୁ ଯବାନମାନେ କୁମ୍ବି ଅପରେସନ ବେଳେ ଏହାକୁ ଦେଖିଥିଲେ। ପରେ ଏହି ବୋମାକୁ ନିଷ୍କ୍ରିୟ କରାଯାଇଛି।

ସମ୍ବନ୍ଧିତ ଖବର