ମାଲକାନଗିରି: ତେଲେଙ୍ଗାନାର କୋଠାଗୁଡେମ ଅଞ୍ଚଳର ଜଣେ ମହିଳା ମାଓବାଦୀ ମଙ୍ଗଳବାର ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭଦ୍ରାଦୀର ଚେରଲାମଣ୍ଡଳର ପେଡାମିଡିସିଲେରୁ ଗ୍ରାମର ମାଡାକାମ ଯୋଗୀ ଓରଫ କମଳା(୨୭) ଆତ୍ମସମର୍ପଣ କରିଛି। କମଳା ଥିଲା ଚେରଲା ଏଲଜିଏସ ସିପିଆଇର ସଦସ୍ୟ। ଭଦ୍ରାଚଳମ ପୁଲିସ ସୁପରିଟେଣ୍ଡେଣ୍ଟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କମଳାଙ୍କ ନାମରେ ୮ଟି ମାମଲା ରୁଜୁ ହୋଇଛି।
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
/sambad/media/post_attachments/wp-content/uploads/2017/09/41b2f9da-f97f-4dfa-8895-db3ac71b40c6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)