ନବନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମେଡିକାଲରେ ଭର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭାର ନବନିର୍ବାଚିତ ବିଧାୟକ ମଙ୍ଗୁ ଖିଲଙ୍କୁ ଗତକାଲି ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସାପ କାମୁଡ଼ିଥିବା ସନ୍ଦେହ କରି ଶ୍ରୀ ଖିଲଙ୍କୁ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ଡାକ୍ତର ପରୀକ୍ଷା କରି ସାପ କାମୁଡ଼ିନଥିବା କହିଥିଲେ। ବିଛା କାମୁଡ଼ି ଥିବା ଡାକ୍ତର କହିଥିଲେ। ତାଙ୍କର ରକ୍ତରେ ବିଷ ନଥିବା ଡାକ୍ତର କହିଥିଲେ। ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି

ସମ୍ବନ୍ଧିତ ଖବର