ମାଲକାନଗିରି: ମାଲକାନଗିରିରେ ଚାଞ୍ଚଲ୍ୟ। ଏଠାରେ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଭୋରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୁଚନା ରହିଛି। ମୃତକ ହେଲେ ଏମଭି ୩୩ ଗାଁର ବିଧାନ ମିର୍ଦ୍ଧା। ମାଲକାନଗିରି ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସୂଚନା ଅନୁଯାୟୀ, ଏକ ହତ୍ୟା ମାମଲା ରେ ୪ ବର୍ଷ ଧରି ମାଲକାନଗିରି କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/malkangiri-hospital.jpg)