କାଲିମେଳା: ମାଲକାନଗିରି ଜିଲ୍ଲାରକାଲିମେଳାଥାନାଅନ୍ତର୍ଗତମାରାଣପାଲିରେମକରପାଇଁଚାଲିଥିବାକୁକୁଡ଼ାଲଢ଼େଇ ଓ ଜୁଆ ଆଡ୍ଡା ଉପରେପୁଲିସପକ୍ଷରୁ ଚଢ଼ାଉ କରାଯାଇଥିବାର ଖବର ମିଳିଛି। ଏହି ସମୟରେ ୧୨ଜଣଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲିରାତିରେମାଲକାନଗିରିଏସଡିପିଓଏକଟିମକୁନେଇ ମାରାଣପାଲିରେଚଢ଼ାଉକରୁଥିଲେ।ଚଢ଼ାଉସମୟରେଉପସ୍ଥିତଗ୍ରାମବାସୀଓପୁଲିସମଧ୍ୟରେଟେକାପଥରମାଡ଼ହୋଇଥିଲା।ଏଥିରେ କେତେକପୁଲିସ କର୍ମୀଓ ଗ୍ରାମବାସୀସାମାନ୍ୟଆହତହୋଇଥିଲେ।
ପୁଲିସଘଟଣାସ୍ଥଳରୁଅନେକଗ୍ରାମବାସୀଙ୍କୁଧରିଆଣିଥିବା ବେଳେସେମାନଙ୍କମଧ୍ୟରୁ୧୨ଜଣଙ୍କୁଗିରଫକରାଯାଇଥିବାରପ୍ରାଥମିକସୂଚନାମିଳିଛି।ସେହିପରିଜଣେପୁଲିସଅଧିକାରୀଙ୍କରବନ୍ଧୁକରାତିରେହଜିଯାଇଥିବାବେଳେବହୁତଖୋଜାଖୋଜିକରିବାପରେବନ୍ଧୁକଟିମିଳିଥିବାରସୂଚନାମିଳିଛି।ଅନ୍ୟପକ୍ଷରେପୁଲିସ ଅଧିକ ତଦନ୍ତ ଆରମ୍ଭକରିଛି। ତେବେଏସମ୍ପର୍କରେପୁଲିସମୁଁହଖୋଲୁନଥିବା ବେଳେସବିଶେଷବିବରଣୀକୁଅପେକ୍ଷାକରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/90f17bf3-3105-4caf-b839-232d0d50f1e9.jpg)