Advertisment

କାଲିମେଳା: ମାଲକାନଗିରି ଜିଲ୍ଲାରକାଲିମେଳାଥାନାଅନ୍ତର୍ଗତମାରାଣପାଲିରେମକରପାଇଁଚାଲିଥିବାକୁକୁଡ଼ାଲଢ଼େଇ ଓ ଜୁଆ ଆଡ୍ଡା ଉପରେପୁଲିସପକ୍ଷରୁ ଚଢ଼ାଉ କରାଯାଇଥିବାର ଖବର ମିଳିଛି। ଏହି ସମୟରେ ୧୨ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲିରାତିରେମାଲକାନଗିରିଏସଡିପିଓଏକଟିମକୁନେଇ ମାରାଣପାଲିରେଚଢ଼ାଉକରୁଥିଲେଚଢ଼ାଉସମୟରେଉପସ୍ଥିତଗ୍ରାମବାସୀପୁଲିସମଧ୍ୟରେଟେକାପଥରମାଡ଼ହୋଇଥିଲା।ଏଥିରେ କେତେକପୁଲିସ କର୍ମୀଗ୍ରାମବାସୀସାମାନ୍ୟଆହତହୋଇଥିଲେ।

ପୁଲିସଘଟଣାସ୍ଥଳରୁଅନେକଗ୍ରାମବାସୀଙ୍କୁଧରିଆଣିଥିବା ବେଳେସେମାନଙ୍କମଧ୍ୟରୁ୧୨ଜଣଙ୍କୁଗିରଫକରାଯାଇଥିବାରପ୍ରାଥମିକସୂଚନାମିଳିଛିସେହିପରିଜଣେପୁଲିସଅଧିକାରୀଙ୍କରବନ୍ଧୁକରାତିରେହଜିଯାଇଥିବାବେଳେବହୁତଖୋଜାଖୋଜିକରିବାପରେବନ୍ଧୁକଟିମିଳିଥିବାରସୂଚନାମିଳିଛିଅନ୍ୟପକ୍ଷରେପୁଲିସ ଅଧିକ ତଦନ୍ତ ଆରମ୍ଭକରିଛିତେବେସମ୍ପର୍କରେପୁଲିସମୁଁହଖୋଲୁନଥିବା ବେଳେସବିଶେଷବିବରଣୀକୁଅପେକ୍ଷାକରାଯାଇଛି।