ମାଲକାନଗିରି: କାଲିମେଳାରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ମିଳିଥିବା ଭେଙ୍କଟପାଲ କେନାଲ ନିକଟରୁ ପୁଲିସ ସୁଦାମ ଲଛମାୟା ଓ ଭେଙ୍କଟ ରାଓଙ୍କ କ୍ଷତବିକ୍ଷତ ଶରୀରକୁ ଜବତ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ କେନାଲ ନିକଟରେ ପହଞ୍ଚି ଥିଲା। ଅପରାଧୀମାନେ ଜଣଙ୍କର ମୁଣ୍ଡକୁ ନେଇ ଯାଇଥିବା ବେଳେ ଆଉ ଜଣକୁ ମଧ୍ୟ ଅତି ବିଭତ୍ସ ଭାବରେ ହାଣିଛନ୍ତି। ପୁଲିସ ଛାନଭିନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୂର୍ବଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।
ମାଲକାନଗିରିରେ ଡବଲ ମର୍ଡର
/sambad/media/post_attachments/wp-content/uploads/2017/11/Blooded-Hand-with-Knife_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)