ମାଲକାନଗିରି: ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ମାଲକାନଗିରି: ପୁଲିସ ଏନ୍‌କାଉଣ୍ଟରରେ ବୁଧବାର ଜଣେ ମହିଳା ମାଓବାଦୀ ନିହତ ହୋଇଛି। ସୂଚନା ଅନୁସାରେ ସୁକମା ଜିଲ୍ଲାରେ ମହିଳା ମାଓବାଦୀ ଜ୍ୟୋତିକୁ ଏନ୍‌କାଉଣ୍ଟରରେ ପୁଲିସ ନିହତ କରିଛି। ଜ୍ୟୋତି ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଯାଇଥିଲା। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଛି ବୋଲି ଛତିଶଗଡ଼ର ସୁକମା ଏସ୍‌ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର