ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚଲାନପାରା ଗ୍ରାମ ନିକଟରେ ଜଣେ ଯୁବକ ଏକ ଗଛରେ ନିଜ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯୁବକ ଜଣକ ମୁନିଗାଡିହି ଗ୍ରାମର ମହେଶ କଳାର (୩୨) ବୋଲି ଜଣାପଡ଼ିଛି।
ଯୁବକର ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
/sambad/media/post_attachments/wp-content/uploads/2019/12/suicide-ff.jpg)
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚଲାନପାରା ଗ୍ରାମ ନିକଟରେ ଜଣେ ଯୁବକ ଏକ ଗଛରେ ନିଜ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯୁବକ ଜଣକ ମୁନିଗାଡିହି ଗ୍ରାମର ମହେଶ କଳାର (୩୨) ବୋଲି ଜଣାପଡ଼ିଛି।
Join and get latest news updates delivered to you via WhatsApp