ଖାରି/ସୁବର୍ଣ୍ଣପୁର: କାଳବୈଶାଖୀ ପ୍ରଭାବରେ ରାସ୍ତା କଡ଼ରେ ଥିବା ଗଛ ଉପୁଡିବାରୁ ଜଣେ ବାଟୋଇଙ୍କ ପାଇଁ କାଳ ହୋଇଛି। କୌଣସି ବ୍ୟକ୍ତିଗତ କାମରେ ଯାଉଥିବା ସୁବର୍ଣ୍ଣପୁର ଜିଲ୍ଲାର ଖାରି ଅଂଚଳର ବିଭୂ ପ୍ରଧାନଙ୍କ ଉପରେ ଆଜି ସନ୍ଧ୍ୟାରେ ଏକ ବିଶାଳ ଗଛ ଢଳି ପଡ଼ିଥିଲା। ଘଟଣାସ୍ଥଳରେ ବିଭୂ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ବିଭୂଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୁବର୍ଣ୍ଣପୁର: କାଳବୈଶାଖୀରେ ଉପୁଡିଲା ଗଛ, ଜୀବନ ହାରିଲେ ବାଟୋଇ
/sambad/media/post_attachments/wp-content/uploads/2019/05/dead-1.jpg)