ଯାଜପୁର:ବେଆଇନ ଖାଦାନରେ ବ୍ଲାଷ୍ଟିଂ, ଶ୍ରମିକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପାଟପୁର ପାହାଡ଼ରେ ବେଆଇନ୍‌ ଭାବେ ବ୍ଲାଷ୍ଟିଂ କରି ପଥର ଫଟାଯାଉଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ହେଉଛନ୍ତି କାହ୍ନଚରଣ ଦାସ(୨୪ ବର୍ଷ) ଓ ତାଙ୍କ ଘର ଜେନାପୁର ଥାନା ଅନ୍ତର୍ଗତ ମହନ୍ତସହଳ ଗାଁରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର