ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣଚନ୍ଦ୍ରପୁର ଗ୍ରାମରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଫଡ଼ି ନାଏକ(୪୦)ଙ୍କୁ କରୁରି ଓ ତେଣ୍ଟାରେ ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ଯେ ଧାନ ବିଲ ତଳିକୁ ନେଇ ଏପରି ବୀଭତ୍ସ କାଣ୍ଡ ଘଟିଛି। ଏପରି କାଣ୍ଡ ଘଟାଇ ଥିବା ଅଭିଯୁକ୍ତ ଓ ମହିଳା ଅଟକ ସୂଚନା। ଏପରି ଘଟଣା ବଅଁରପାଳ ଥାନା ଅଞ୍ଚଳରେ ଘଟିଛି। ବଅଁରପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯୁବକଙ୍କୁ କଟୁରିରେ ହାଣି, ତେଣ୍ଟାରେ ଭୁସି ହତ୍ୟା
/sambad/media/post_attachments/wp-content/uploads/2023/06/murder.jpg)