କାଶୀନଗର: ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଗ୍ରାମର ପଞ୍ଚାଯତ କାର୍ଜ୍ୟାଳୟ ନିକଟରେ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇ ଉଭୟଙ୍କ ମଧ୍ୟରେ ମରାପିଟା ହୋଇଛି । ଖାଣ୍ଡବା ଗ୍ରାମର ସାମିଏଲ (୪୦)ଙ୍କ କୁରାଢ଼ୀ ଚୋଟରେ ସେହିଗ୍ରାମର ଧନୁଞ୍ଜୟ ଜେନା (୪୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଥାନା ଆଇଆଇସି ପହଞ୍ଚି କେସ ନମ୍ବର ୫୧/୨୦ ରେ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଦୁଇ ସାଙ୍ଗ ମଧ୍ୟରେ ବଚସା, କୁରାଢ଼ୀ ଚୋଟରେ ଜଣେ ମୃତ
/sambad/media/post_attachments/wp-content/uploads/2019/09/axe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)