ମାଓକ୍ୟାମ୍ପ ଠାବ: ପୁଲିସ-ମାଓବାଦୀ ଗୁଳିବିନିମୟ, ବନ୍ଧୁକ-ନକ୍ସଲ ସାମଗ୍ରୀ ଜବତ

ଫୁଲବାଣୀ: ଗୋଚ୍ଛାପଡ଼ା ଥାନା ପାହିରାଜୁ ଜଙ୍ଗଲରେ ବୁଧବାର ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ପୁଲିସ ଜାରି ନକ୍ସଲ କ୍ୟାମ୍ପ ଠାବ କରିବା ସହିତ ୧ ଦେଶୀ ବନ୍ଧୁକ ସହ ବିପୁଳ ନକ୍ସଲ ସାମଗ୍ରୀ ଜବତ କରିଛି। କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର