ଓଡିଶା ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଓବାଦୀମାନେ କିରୋଣ୍ଡୁଲ ନିକଟରେ ଗୋଟିଏ ଟ୍ରକ ଏବଂ ପୋକ୍ଲିନକୁ ମାଓବାଦୀ ଜାଳିଦେଇଛନ୍ତି | ମାଓବାଦୀ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଗତ କିଛଦିନ ତଳେ ଶତାଧିକ ମାଓବାଦୀ ମେଳି ହୋଇ ସୁକମା ଜଙ୍ଗଲରେ ବିରୋଧ ପ୍ରଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର