ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ ଠାରେ ବାଲି ଉଠାଣକୁ ନେଇ ମାଓବାଦୀମାନେ ୯ଟି ଗାଡ଼ିିରେ ନିଆଁ ଲଗାଇ ଦେବା ସହିତ ଜଣଙ୍କୁ ପୁଲିସ ଇନ୍ଫରମର ସନ୍ଦେହରେ ହତ୍ୟା କରିଛନ୍ତି। ମାଓବାଦୀମାନେ ଗୋଟିଏ ଜେସିବି ମେସିନ ସହିତ ୮ଟି ଟ୍ରକ୍ରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଖବରପାଇ ଭଦ୍ରାଚଳମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମାଲକାନଗିରି: ତେଲେଙ୍ଗାନାରେ ୯ଟି ଗାଡ଼ି ପୋଡିବା ସହିତ ପୁଲିସ ଇନ୍ଫରମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ
/sambad/media/post_attachments/wp-content/uploads/2018/01/Truck_Malkangiri_27.01.18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)