Advertisment

ବାରିପଦା : ଜିଲ୍ଲାରେକରୋନାଆକ୍ରାନ୍ତଙ୍କସଂଖ୍ୟାକମୁଥିବାବେଳେବାରିପଦାପୌରାଞ୍ଚଳରେକିନ୍ତୁଏହାଥମିବାରନାନେଉନଥିବାପରିଲକ୍ଷିତହୋଇଛି ଆଜିଜିଲ୍ଲାର୧୩୩ସଂକ୍ରମିତଙ୍କମଧ୍ୟରୁକେବଳବାରିପଦାପୌରାଞ୍ଚଳରୁଅଧାରୁଅଧିକଆକ୍ରାନ୍ତଚିହ୍ନଟହୋଇଛନ୍ତି ଆଜିଏଠାରୁପୁଣି୬୭ଜଣସଂକ୍ରମିତଚିହ୍ନଟହୋଇଛନ୍ତି

ବାରିପଦାମଣ୍ଡଳକାରାଗାରନୂଆହଟସ୍ପଟପାଲଟିଛି ଗତକାଲିଏଠାରୁ୪୦ଜଣଅନ୍ତେବାସୀପଜିଟିଭ୍ଚିହ୍ନଟହୋଇଥିବାବେଳେଆଜିପୁନଶ୍ଚଆଉ୪୧ଜଣଆକ୍ରାନ୍ତବାହାରିଛନ୍ତି ଦୁଇଦିନମଧ୍ୟରେବାରିପଦାକାରାଗାରରୁ୮୧ଜଣଅନ୍ତେବାସୀକରୋନାସଂକ୍ରମିତହୋଇସାରିଲେଣି ଏହାଜେଲ୍କର୍ତ୍ତୃପକ୍ଷଙ୍କକରୋନାପ୍ରତିହତକରିବାରେନେଇଥିବାପଦକ୍ଷେପରସ୍ପଷ୍ଟପ୍ରମାଣଦେଇଛିବାରିପଦାଜେଲ୍ରେକିପରିଢଙ୍ଗରେକରୋନାମୁକାବିଲାକରାଯାଉଛିତାହାଦୁଇଦିନମଧ୍ୟରେପ୍ରମାଣିତହୋଇଛି କର୍ତ୍ତୃପକ୍ଷକେବଳଧର୍ମକୁଆଖିଠାରମାରିବାଭଳିଜେଲରେକରୋନାମୁକାବିଲାକରୁଥିବାଜଣାପଡ଼ିଛି ସଂକ୍ରମିତଅନ୍ତେବାସୀମାନଙ୍କୁଜେଲ୍ମଧ୍ୟରେଆଇସୋଲେସନ୍ୱାର୍ଡରେରଖାଯାଇଥିବାଅଧୀକ୍ଷକପ୍ରଦୀପକୁମାରବେହେରାଗତକାଲିସୂଚନାଦେଇଥିଲେଜେଲରେଆବଶ୍ୟକତାଠାରୁଅଧିକକଏଦୀରହୁଛନ୍ତି ମାତ୍ରକରୋନାକୁମୁକାବିଲାକରିବାକ୍ଷେତ୍ରରେଯେଉଁଭଳିପଦକ୍ଷେପନିଆଯାଉଛିତାହାଯଥେଷ୍ଟନୁହେଁବୋଲିଜଣାପଡ଼ିଛି ବାରିପଦାପୌରାଞ୍ଚଳରପ୍ରଫୁଲନଗର, ବିଜୟରାମଚନ୍ଦପୁର, ମଧୁବନ, ଷ୍ଟେସନବଜାରଆଦିଅଞ୍ଚଳରୁପ୍ରତିଦିନନୂଆନୂଆଆକ୍ରାନ୍ତବଢ଼ିବାରେଲାଗିଛନ୍ତି ସେହିପରିପିଆରଏମମେଡିକାଲ୍କଲେଜ୍ଏଣ୍ଡହସ୍ପିଟାଲରୁମଧ୍ୟଲଗାତରଭାବେସଂକ୍ରମିତଙ୍କସଂଖ୍ୟାବୃଦ୍ଧିପାଇବାରେଲାଗିଛି ବାରିପଦାପୌରାଞ୍ଚଳରେହୋମ୍ଆଇସୋସେଲନ୍ରେରହୁଥିବାଏକାଧିକକରୋନାସଂକ୍ରମିତନିର୍ଭୟରେବାହାରେବୁଲୁଛନ୍ତିଏନେଇପ୍ରଶାସନପକ୍ଷରୁକୌଣସିକଡ଼ାପଦକ୍ଷେପନିଆଯାଉନଥିବାରୁସ୍ଥାନୀୟଅଞ୍ଚଳରେଅସନ୍ତୋଷବୃଦ୍ଧିପାଉଛି ଯେଉଁମାନେକରୋନାଆକ୍ରାନ୍ତହୋଇହୋମ୍ଆଇସୋଲେସନରେରହୁଛନ୍ତିକିମ୍ବାହସ୍ପିଟାଲରୁଫେରିବାପରେଏକାନ୍ତବାସରେରହିବାକଥାସେମାନଙ୍କଉପରେପ୍ରଶାସନନଜରରଖିବାକୁଦାବିହୋଇଛିନିୟମଖିଲାପକାରୀଙ୍କବିରୋଧରେକଡ଼ାକାର୍ଯ୍ୟାନୁଷ୍ଠାନମଧ୍ୟଦାବିହୋଇଛି