ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରି ପୋଡ଼ା ଯାଇଥିବା ସନ୍ଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଜଙ୍ଗଲ ମଧ୍ୟରେ ଜଣେ ଅଜ୍ଞାତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପଡ଼ିଥିବା ଶନିବାର ଦିନ ଲୋକେ ଦେଖିଛନ୍ତି।

ଦୁଷ୍କର୍ମ କରି ହତ୍ୟା କରାଯିବା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ଯୁବତୀଙ୍କ ଶବକୁ ପୋଡ଼ି ଦିଆଯାଇଛି ବୋଲି ଅନୁମାନ କରାଯାଉଛି।
ଘଟଣାଟି ଦୁଇ ତିନି ଦିନ ତଳର ହୋଇ ପାରେ।

ପୁଲିସ ଘଟଣା ସଂକ୍ରାନ୍ତରେ ତଦନ୍ତ କରିବା ସହ ବାରିପଦାରୁ ଫୋରେନ୍‌ସିକ୍‌ ଟିମ୍‌ ଡକାଇଛି।

ସମ୍ବନ୍ଧିତ ଖବର