ବାରିପଦା: ଟାଉନ ଥାନା ଅନ୍ତର୍ଗତ ଚିପଟଅସ୍ତିଆସ୍ଥିତ ପାଳ ଅଞ୍ଚଳରେ ଥିବା ଏକ କୁଡ଼ିଆ ଘରୁ ମଙ୍ଗଳବାର ମୃତହେଦ ଉଦ୍ଧାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବାରିପଦା ଟାଉନ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତହେକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି।
ମୟୂରଭଂଜ: ବାରିପଦାରେ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/10/Deadbody.jpg)