ବାରିପଦା: ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ଋଣ ହେରଫେର ମାମଲାରେ ବାରିପଦା ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କୁ ଗୁରୁବାର ଗୋଟିଏ ବର୍ଷ ଜେଲ ଦଣ୍ଡ ହୋଇଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିବା ଶୁଣାଣିରେ ଜଜ ତାରା ପ୍ରସାଦ ରଥ ଏହି ଶୁଣାଣି କରିଛନ୍ତି। ଅର୍ବାନ କୋଅପରେଟିଭ ବ୍ୟାଙ୍କର ତତ୍କାଳୀନ ସଭାପତି ଦାସଙ୍କୁ ବର୍ଷେ ଜେଲ ଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା ହୋଇଛି। ସୂଚନାଯୋଗ୍ୟ ବିମଳ ଲୋଚନ ଦାସ ଗତ ବର୍ଷ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଶୁଣାଇ ଥିଲେ।
ବାରିପଦା: ଋଣ ହେରଫେର ମାମଲାରେ ପୂର୍ବତନ ବିଧାୟକଙ୍କୁ ବର୍ଷେ ଜେଲ
/sambad/media/post_attachments/wp-content/uploads/2017/11/courtcase.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)