ସ୍ତ୍ରୀକୁ ପିଟିପିଟି ହତ୍ୟା

ଝରାଡିହି/ବଡ଼ପଳସା : ନିଷ୍ଠୁର ସ୍ବାମୀର ବାଉଁଶ ଠେଙ୍ଗା ମାଡ଼ରେ ଗତକାଲି ରାତିରେ ପତ୍ନୀଙ୍କର ପ୍ରାଣହାନି ଘଟିଛି। ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ଭାନେ ମାରାଣ୍ଡି(୩୫)ର ପତ୍ନୀ କୁନି ମାରାଣ୍ଡି(୪୫)। ତେବେ ସାମାନ୍ୟ ବଚସାରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର