ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ବିଜେପି ଛାଡ଼ିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ

ଭୁବନେଶ୍ବର: ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ଦେଖାଦେଇଛି ମୟୂରଭଞ୍ଜରେ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ। ଦଳର ମୋରଡ଼ା ନିର୍ବାଚନ ମଣ୍ଡଳୀ ସହିତ ଅନ୍ୟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି: ଝୁଲୁଥିବା ଆସନ କାହା ଝୋଲିରେ

ବାରିପଦା: ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ସହିତ ୫ ବିଧାନସଭା ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ବାକି ରହିଛି ବାଙ୍ଗିରିପୋଷି, ସାରସକଣା, ରାଇରଙ୍ଗପୁର ଓ କରଞ୍ଜିଆ ଆସନ। ଏଯାଏ ଟିକେଟ୍‌ ପାଇନଥିବା ଉଭୟ ଦଳର ପ୍ରମୁଖ ନେତାଙ୍କ ନଜର ବର୍ତ୍ତମାନ ଏହି ୪…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ମହିଳା କାର୍ଡ ଖେଳିଲା ବିଜେଡି, ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ଟିକେଟ

ବାରିପଦା: ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଅଧୀନ ୯ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଆଜି ୫ଟିରେ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ବିଜେଡି ସେହି ସମାନ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବାକି ୪ଟି ଆସନ ଝୁଲାଇ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

ବେତନଟୀସଦର: ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ସନାତନଙ୍କ ଉପରେ ଭରସା ରଖିଲା ବିଜେପି: ଟିକେଟ୍‌ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ

ବେତନଟୀସଦର: ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୧୧୨ଟି ଆସନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନିଜର ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ଜଣଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବାଲେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ…
ଅଧିକ ଖବର ଦେଖନ୍ତୁ...

ଡକାୟତି ପାଇଁ ଯୋଜନା କରୁଥିଲେ; ୩ ଅଭିଯୁକ୍ତ ଗିରଫ, ଅନ୍ୟ ୩ ଜଣ ଚମ୍ପଟ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୁଲିସକୁ ମିଳିଲା ବଡ ସଫଳତା। ଡକାୟତି ଯୋଜନା ବେଳେ ମାଡିବସି ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ସଢେଇକଳା-ଖରସୁଆଁ ଜିଲ୍ଲା ଆଦିତ୍ୟପୁର ଥାନା ଅର୍ନ୍ତଗତ…
ଅଧିକ ଖବର ଦେଖନ୍ତୁ...

ପିଆଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଦ୍ୱାରାଶୁଣୀ ଘାଟିରେ ଦୁର୍ଘଟଣା। ପିଆଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର। ଟ୍ରକଟି ନାସିକରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଏଥିରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ବଡ଼ସାହି ନିର୍ବାଚନମଣ୍ଡଳୀର ପାଣିପାଗ ସରଗରମ: ଗଣେଶ୍ବରଙ୍କ ବିରୋଧରେ ପୁଣି ମେଳି

ବାରିପଦା/ବେତନଟୀ: ପ୍ରାର୍ଥୀ ଘୋଷଣା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଗଣେଶ୍ବର ପାତ୍ରଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ। ଗଣେଶ୍ବରଙ୍କ ବିରୋଧୀ ଆଜି ଏକଜୁଟ୍‌ ହୋଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବେତନଟୀ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସାଂସଦ ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମରେ ମୋହର ମାରିଛନ୍ତି। ଏହାକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ରାଜନୀତି ପାଣିପାଗ ସରଗରମ ହୋଇପଡିଛି।…
ଅଧିକ ଖବର ଦେଖନ୍ତୁ...

‘ଏନ୍‌ଆରଏଚ୍‌ଏମ୍‌’ର ଓପିଡି ଓ ଆଇପିଡି ନିର୍ମାଣ କାର୍ଯ୍ୟ କେବେ ସରିବ?

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ର ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅନତି ଦୂରରେ ଥିବା ଅପେରା ପଡିଆ ନିକଟରେ ଏନ ଆର ଏଚ ଏମ ବିଭାଗ ତଦାରଖରେ ନିର୍ମାଣଧୀନ ନୂତନ ଓପିଡି ଆଇପିଡି କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। ସୂଚନା…
ଅଧିକ ଖବର ଦେଖନ୍ତୁ...