ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଟଲିଂ ଅଞ୍ଚଳରେ ରହୁଥିବା କରୁଣାକର ବିଶୋଇଙ୍କ ଘରକୁ ଗତକାଲି ରାତିରେ ଏକ ବିରାଟ ନାଗସାପ ପଶିଯାଇଥିଲା। ସାପଟି ଏକ କୁକୁଡାକୁ ମାରିବା ସହ ୬ଟି ଅଣ୍ଡା ଖାଇ ଦେଇଥିଲା। ଆଜି ସକାଳେ ଖବର ପାଇ ବାବା ଆଖଣ୍ଡଳମଣି ସ୍ନେକ୍ ହେଲପ ଲାଇନର ସଦସ୍ୟ ବସନ୍ତ କୁମାର ବେହେରା ସେଠାରେ ପହଞ୍ଚିଥିଲେ। ସାପଟିକୁ ଉଦ୍ଧାର କରାଯାଇଥିବା ବେଳେ ସେ ୫ଟି ଅଣ୍ଡା ଉଗାଳି ଥିଲା। ତେବେ ଉଦ୍ଧାର ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ଘର ଭିତରକୁ ପଶିଯାଇ କୁକୁଡ଼ାକୁ ମାରି ଖାଇଲା ନାଗ, ଖାଇଥିବା ୬ଟି ଅଣ୍ଡାରୁ ୫ଟି ଉଗାଳିଲା
/sambad/media/post_attachments/wp-content/uploads/2022/05/96ad16ff-e538-4aca-82a9-eb73fcfc549b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)