ବାଙ୍ଗିରିପୋଷି: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

କଳାବାଡିଆ:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳ ରେ ଜଣେ ନାବାଳିକା ଝିଅ କୁ ଅସଦାଚରଣ ହୋଇଥିବା ର ଅଭିଯୋଗ ହୋଇଛି। ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗ ରେ ବାଙ୍ଗିରିପୋଷି ପୁଲିସ ଜଣେ ଯୁବକ କୁ ଗିରଫ କରିଛି। ଝିଅଟି ସଉଦା ଆଣିବା ପାଇଁ ଦୋକାନ ଆସିଥିଲା ବେଳେ ଯୁବକ ତାକୁ ଭୁଲାଇ ଅନ୍ୟ ଏକ ଦୋକାନ ନେବା ବାହାନା ରେ ନାବାଳିକାକୁ ଅସଦାଚରଣ କରିଛି ବୋଲି ଝିଅଟି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛି । ଅଭିଯୋଗ ହେବା ପରେ ବାଙ୍ଗିରିପୋଷି ପୁଲିସ ଭୁଆଶୁଣୀ ଫଚାୟତ କଣ୍ଟାଶୋଲା ଗ୍ରାମର ପ୍ରଶାନ୍ତ ମାହାନ୍ତ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଭଳି ଅଭିଯୋଗକୁ ପ୍ରଶାନ୍ତ ଖଣ୍ଡନ କରିଛି। ମୋତେ ଫସାଇ ଦିଆ ଯାଇଛି ବୋଲି କହିଛି।

ସମ୍ବନ୍ଧିତ ଖବର