କଟକ: ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ବର୍ତ୍ତିଲେ ଚାଳକ

କଟକ: ସିମେଣ୍ଟ ବୋଝେଇ ଟ୍ରକ ଶନିବାର ରାତି ଜଳି ଯାଇଛି। ସୂଚନା ଅନୁସାରେ କଟକରୁ ଜଗତପୁର ଅଭିମୁଖେ ଟ୍ରକ୍‌ରେ ଅଚାନକ୍‌ ନିଆଁ ଲାଗିବାରୁ ଏହା ଜଳି ଯାଇଛି। ତେବେ ଦୁର୍ଘଟଣାରୁ ଚାଳକ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଛି, ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର