ବରଗଡ଼ : ଯୁବକକୁ ଗଳାକାଟି ହତ୍ୟା

ବରଗଡ଼ : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ପାଖରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ମହମ୍ମଦ କାସିମ ଓ ସେ ଅତାବିରା ମୂଳବାସିନ୍ଦା ବୋଲି ଜଣାପଡ଼ିଛି । । ବରଗଡ଼ ସହରର ଗୋଟିଏ ଗ୍ୟାରେଜରେ ସେ କାମ ସାରି ରାତିରେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର