ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜୋକେତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଜଣେ ନିଶାସକ୍ତ ବ୍ୟକ୍ତି ନିଜ ପତ୍ନୀର ମୁଣ୍ଡକୁ ଏକ ଲୁହାରଡ଼ରେ ପିଟି କରି ହତ୍ୟା କରିଛି। ହାତିବାରୀ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ ସ୍ୱାମୀ ବିଚ୍ଛା ଓରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦ ନିଶାରେ ବିଚ୍ଛା ଏଭଳି ନାରକୀୟ କାଣ୍ଡ ଭିଆଇଥିବା ପୁଲିସ କହିଛି। ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l
ପତ୍ନୀଙ୍କୁ ଲୁହାରଡ଼ରେ ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ
/sambad/media/post_attachments/wp-content/uploads/2020/06/murder-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)