ଭଂଜନଗର: ଜମିକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳରେ ଶନିବାର ଏକ ହତ୍ୟା କାଣ୍ଡ ଘଟିଛି। ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗାଁରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ଦାଦା ପୁଅ ଭାଇ ଜମି ପାଇଁ ବଡ଼ ବାପା ପୁଅ ନବ ବିବାହିତ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି।
ଗଂଜାମ: ଜମି ପାଇଁ ନବ ବିବାହିତ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା
/sambad/media/post_attachments/wp-content/uploads/2019/01/murder-beating-1.jpg)