ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ମୂଖ୍ୟ ରାସ୍ତାର ସରଗୁଲି ଠାରେ ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ସ୍ବାମୀ ଓ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଉମରକୋଟ ବ୍ଲକ ର ସୁକିଗାଁ ଗ୍ରାମର ଦେବସିଂ ଲୋହରା(୫୫) ଓ ତାଙ୍କ ସ୍ତ୍ରୀ ସରାମଣୀ ଲୋହରା(୪୮) ଉଭୟେ ନିଜ ବାଇକ ଯୋଗେ ଦେଉଳପାରା ରୁ ଉମରକୋଟ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି।
ନବରଙ୍ଗପୁର : ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା, ଦମ୍ପତ୍ତି ମୃତ
/sambad/media/post_attachments/wp-content/uploads/2019/05/WhatsApp-Image-2019-05-08-at-19.00.58-1.jpeg)