ନବରଙ୍ଗପୁର: ପୂର୍ବତନ ବିଧାୟକ ସଦନ ନାୟକ ଶନିବାର ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ହିରିଲି ପେଟ୍ରୋଲ ପମ୍ପରୁ ସେ ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ସଦନ କିଛି ଭାବିବା ପୂର୍ବରୁ ବ୍ୟାଗ୍ରେ ଭର୍ତ୍ତି ଥିବା ୨ଲକ୍ଷ ୫୫ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ।
ନବରଙ୍ଗପୁର: ପୂର୍ବତନ ବିଧାୟକ ସଦନ ନାୟଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
/sambad/media/post_attachments/wp-content/uploads/2018/10/loot.jpg)