Advertisment
ନବରଙ୍ଗପୁର

Mandei: ମଣ୍ଡେଇ ମୁଖ୍ୟ ମହୋତ୍ସବ ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ-୨୫ର ଶୁଭାରମ୍ଭ ହୋଇଛି। ଶୋଭାଯାତ୍ରା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହର ଉଠି ପଡୁଛି। ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।

 Mandei begins in Nabarangpur on Friday. Photograph: (sambad.in)
Mandei begins in Nabarangpur on Friday. Photograph: (sambad.in)
Advertisment
ସବସ୍କ୍ରାଇବ କରନ୍ତୁ