କରୋନାରେ ସଂକ୍ରମିତ ହେବା ପରେ ମାନସିକ ଭାରସାମ୍ୟ ହରାଇ ୭୦ ବର୍ଷିୟ ବୃଦ୍ଧଙ୍କ ଆତ୍ମହତ୍ୟା

କୋରାପୁଟ: କରୋନାରେ ସଂକ୍ରମିତ ହେବ। ପରେ ମାନସିକ ଭାରସାମ୍ୟ ହରାଇ ୭୦ ବର୍ଷିୟ ବୃଦ୍ଧ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବୃଦ୍ଧଙ୍କ ନାମ ସୁନିଲ ହ।ଲଦ।ର। ସେ କରୋନାରେ ସଂକ୍ରମିତ ହେବା ପରେ ପୁଅ ତାରକ ହ।ଲଦ।ରଙ୍କ ଘରେ ୭ ଦିନ ହେଲା ସଙ୍ଗରୋଧରେ ଥିଲେ। ଉମରକୋଟରେ ଥିବା ଆଇ ଟି ଡି ଏ ଅଫିସ ପଛ ପଟେ ଥିବା ଏକ ସାହିରେ ଘଟଣା ଘଟିଛି। ପୁଲିସ ପହଞ୍ଚି ଶବସତ୍କାର କରିଛି।

ସମ୍ବନ୍ଧିତ ଖବର