ବୀରମହାରାଜପୁର: ପବିତ୍ର ଦୋଳ ଯାତ୍ରା ଓ ନାମଯଜ୍ଞ ସଂସ୍କୃତିକ କାର୍ଯ୍ୟକ୍ରମକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବୁଲି ଦେଖିବା ସହ ଦେବଦର୍ଶନ କରିଛନ୍ତି।

Advertisment

ବିଧାୟକ ଶ୍ରୀ ବେହେରା ପ୍ରଥମେ ବୀରମହାରାଜପୁରସ୍ଥିତ ୨୪ ପ୍ରହରୀ ନାମଯଜ୍ଞ ଦେବ ଦର୍ଶନ କରିଥିଲେ। ଏହା ପରେ ବହଲପଦର ନାମଯଜ୍ଞ, ମସନାପାଲି, ଖଣ୍ଡହତା ନାମଯଜ୍ଞସ୍ଥଳୀକୁ ଯାଇଥିଲେ। ତାଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ପ୍ରଫୁଲ୍ଲ ଦନ୍ତା, ତ୍ରିନାଥ ସାହୁ, ଆଲୋକ ଦେହେରୀ, ମୁଣ୍ଡଘାଟ ସରପଞ୍ଚ କିସାନ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ।