ନୟାଗଡ଼: ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତତିନ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୮୪.୫୮ ପ୍ରତିଶତ ରହିଥିବା ଜଣାପଡ଼ିଛି। ବିଜ୍ଞାନରେ ୮୫.୫ ପ୍ରତିଶତ, କଳାରେ ୮୭.୩୯ ପ୍ରତିଶତ ଓ ବାଣିଜ୍ୟରେ ୭୬.୭୪ ପ୍ରତିଶତ ରେଜଲ୍ଟ ହୋଇଛି।
ପ୍ରକାଶ ପାଇଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତତିନ ପରୀକ୍ଷା ଫଳ ,ପାସ୍ ହାର ୮୪.୫୮ ପ୍ରତିଶତ
/sambad/media/post_attachments/wp-content/uploads/2019/06/3.jpg)