ନୟାଗଡ଼: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଅରୋହୀଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଓଡ଼ଗାଁ ଥାନା ପୁଲିସ ପହଞ୍ଚି କାର୍ ଓ ବାଇକ୍ କୁ ଜବତ କରିଛି। ବାଇକ୍ ଚଳକଙ୍କ ଘର ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମର କାଳୁ ପୃଷ୍ଟି (୪୦) ବୋଲି ଜଣାପଡ଼ିଛି।
କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଅରୋହୀଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2020/12/naya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)