ଓଡ଼ଗାଁ: ଦୀର୍ଘ ୨୧ ଦିନ ଧରି ପ୍ରଭୁ ଲଡୁବାବାଙ୍କ ଚନ୍ଦନ ଯାତ୍ରା ଚାଲିଥିଲା ବେଳେ ଗତକାଲି ଶେଷ ଦିନରେ ଚାପ ଖେଳ ବେଳେ ଅଘଟଣ ଘଟିଥିଲା। ଡଙ୍ଗାରେ ୨୦ଜଣ ସେବକ ବସି ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରି ଚାପ ଖେଳ ଚାଲିଥିବା ସମୟରେ ହଠାତ ଡଙ୍ଗାଟି ଓଲଟି ପିଡ଼ିଥିଲା। ପୁଷ୍କରିଣୀରେ କମ୍ ପାଣି ଥିବାରୁ ସମସ୍ତ ସେବାୟତ ପହଁରି ପହଁରି କୂଳକୁ ଆସିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।
ଶରଣକୁଳ ପ୍ରସିଦ୍ଧ ଲଡୁବାବାଙ୍କ ଚାପ ଖେଳ ବେଳେ ଓଲଟିପିଡ଼ିଲା ଡ଼ଙ୍ଗା
/sambad/media/post_attachments/wp-content/uploads/2022/05/Untitled-47.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)