ପରୀ ହତ୍ୟାକାରୀର ସ୍ବୀକାରୋକ୍ତି: ତଣ୍ଟିଚିପି ହତ୍ୟା କରିଥିଲି, ଦୁଃଖ ଲାଗିବାରୁ ଦୁଷ୍କର୍ମ କଲି ନାହିଁ

ନୟାଗଡ଼: କେମିତି ହୋଇଥିଲା ‘ପରୀ’ର ହତ୍ୟା? କେମିତି ମୃତଦେହ ଲୁଚାଇବାକୁ ଷଡ଼ଯନ୍ତ୍ର କରିଥିଲା ଅଭିଯୁକ୍ତ ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ। ସାରା ରାଜ୍ୟରେ ଚହଳ ପକାଇଥିବା କୁନି ଝିଅ ପରୀର କେମିତି ହୋଇଥିଲା ହତ୍ୟା । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱୀକାର କରିଛି କି ସେ ପରୀକୁ ତଳେ ପକାଇ କୁନି ଝିଅର ତଣ୍ଟି ଚିପି ଦେଇଥିଲା। ତା’ପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୂରାଇ ବାଡ଼ି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡ଼ି ଦେଇଥିଲା ।

ସମ୍ବନ୍ଧିତ ଖବର