ଦଶପଲ୍ଲା: ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ବର ଏସଟିଏଫ୍ ଟିମ୍ ଅଚାନକ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସାଖମଣ ପଞ୍ଚାୟତ ବାଲିବେରେଣା ଗ୍ରାମରେ ଚଢ଼ଉ କରି ବାଘଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛିl ଗିରଫ ବ୍ୟକ୍ତି ଗ୍ରାମର ବୈଦ୍ୟରାଜ ମଲ୍ଲିକ ବୋଲି ଜଣାପଡ଼ିଛିl ବୈଦ୍ୟରାଜଙ୍କ ଠାରୁ ୨ଟି ବାଘ ଛାଲ ଜବତ କରିଛି ଏସଟିଏଫ୍ ଟିମ୍।
ବାଲିବେରେଣାରୁ ବାଘଛାଲ ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2023/11/227f2001-2657-45e4-8271-a26dc4470d19.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)