ନିମାପଡ଼ା: ପୁରୀ ଜିଲ୍ଲା ନିମାପଡା ଠାରେ ନୂତନ ଥାନାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏକ କୋଟି ୬୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଏସଡ଼ିପିଓ ଦେବାଶିଷ ମିଶ୍ର, ଆଇଆଇସି ଶଙ୍କର୍ଷଣ ଦଳାଇ, ବ୍ଲକ ଅଧକ୍ଷ ଶଙ୍କର ଭୋଇ, ମନ୍ତ୍ରୀ ପ୍ରତିନିଧି ଅଜୟ ସ୍ୱାଇଁ, ବରିଷ୍ଠ ନାଗରିକ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ନିମାପଡାରେ ନୂତନ ଥାନା ଉଦ୍ଘାଟିତ
/sambad/media/post_attachments/wp-content/uploads/2023/03/WhatsApp-Image-2023-03-09-at-6.48.22-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)