ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଦଳଗାଁ ଛକରେ ମଦଦୋକାନକଚୁ ବିରୋଧ କରି ମହିଳା ମାନେ ୫୩ ନମ୍ବର ଜାତୀୟ ରାଜପଥ(ଚଣ୍ଡିଖୋଲ- ଦୈତାରୀ) ଅବରୋଧ କରିଛନ୍ତି। ଗତ ୧୫ ଦିନ ହେବ ମହିଳାମାନେ ମଦଦୋକାନ ଖୋଲିବାକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଆନ୍ଦୋଳନକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ମହିଳାମାନେ ଜାତୀୟ ରାଜପଥକୁ ଆଜି ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି।
ଯାଜପୁର: ମଦଦେକାନ ଖୋଲିବା ପ୍ରତିବାଦରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2018/02/jajpur-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)