ରାୟଗଡ଼ା ପୌର ପରିଷଦ : ପ୍ରାର୍ଥୀ ଦେଲେନି ବିଜେପି, କଂଗ୍ରେସ ; ୨ ନମ୍ବର ଓ୍ବାର୍ଡରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ବିଜେଡି ପ୍ରାର୍ଥିନୀ

ରାୟଗଡ଼ା : ରାୟଗଡ଼ା ପୌରପରିଷଦ ୨ ନମ୍ବର ଓ୍ବାର୍ଡ ପାଇଁ ଉଭୟ କଂଗ୍ରେସ ଓ ବିଜେପି କୌଣସି ପ୍ରାର୍ଥୀ ଦେଇପାରିନାହାନ୍ତି । ଫଳରେ ବିଜେଡି ପ୍ରାର୍ଥିନୀ ବାସନ୍ତୀ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାର ପଥ ପରିଷ୍କାର ହୋଇଛି ।

କେବଳ ୨ ନମ୍ବର ଓ୍ବାର୍ଡ ନୁହେଁ, କଂଗ୍ରେସ ଆଉ ୨ଟି ଓ୍ବାର୍ଡରେ ବି ପ୍ରାର୍ଥୀ ଦେଇପାରିନାହିଁ । ସେହି ଓ୍ବାର୍ଡଗୁଡ଼ିକ ହେଲା ୧ ଓ  ୬ ନମ୍ବର ଓ୍ବାର୍ଡ ।

ସମ୍ବନ୍ଧିତ ଖବର