ନୂଆପଡ଼ା: ନୂଆପଡ଼ାରେ ଭାଲୁ ଆତଙ୍କ । ଜିଲ୍ଲାପାଳଙ୍କ ଘରେ ପଶିଛି ଭାଲୁ । ଭାଲୁକୁ ଉଦ୍ଧାର ପାଇଁ ଜଗି ବସିଛି ବନବିଭାଗ । ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ ଫୋନ ଯୋଗେ ଜଣାଇଥଲେ କର୍ମଚାରୀ ।
/sambad/media/post_attachments/wp-content/uploads/2021/07/5d108d39-26a7-4743-8907-03025406ff2d.jpg)
ପରେ ଘଟଣାସ୍ଥଳରେ ବନବିଭାଗ ପହଂଚି ଭାଲୁକୁ ଉଦ୍ଧାର କରିବା ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି । ଗତ କିଛି ଦିନ ତଳେ ସ୍ଥାନୀୟ ମୃତ୍ତିିକା ସଂରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଂଟା ଧରି ଆତଙ୍କ ଦେଖାଇଥିଲା ଭାଲୁ । ଭାଲୁଟି ଆମ୍ବ ଖାଇବାକୁ ଆସି ପଶି ଯାଇଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Bear-in-DMs-Residence_Thumbnail.jpg)